Free Oriya Songs|Vedio |Oriya Books|Help Lines Free Oriya Songs|Video |Oriya Books: Bhikaribal
Showing posts with label Bhikaribal. Show all posts
Showing posts with label Bhikaribal. Show all posts

Tora Santa Panaku Kie Sariki...By Late Bhikari Bal [ Bhajan Samrat ]

Tora Santa Panaku Kie Sariki...By Late Bhikari Bal [ Bhajan Samrat ] Singer & Music- Late Bhikari bal Lyrics- Arabinda Muduli PS:Forgive me , i have any mistake in this script... ------------------------------------------------- ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର, ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା. Watch more www.eodissa.com

BHIKARIBALA HITS(JAGA KALIA RE)



PS:Forgive me , i have any mistake in this script... ------------------------------------------------- ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର, ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା. Watch more www.eodissa.com

Collected Odia/oriya Bhajan


MusicPlaylist
Music Playlist at MixPod.com




Some collected heart touching Odia/oriya bhajans
PS:Forgive me , i have any mistake in this script...
-------------------------------------------------
ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର,
ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା.
Watch more
www.eodissa.com

De re kalia de to pade saran de @ Heart touching Bhajan by Bhikaribal



One heart touching oriya jagannath bhajan.. by Bhajan samrat Bhikaribal... (Pride of Orissa)
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ତୋ ବଡ ଦାନ୍ଡ୍ ରେ ମୋତେ ଜୋଗି ତେ କରିଦେ...

ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....

ସାଆଠିଏ ପଊଟି ଖାଇବିନି ସବୁ ,ସରଦା ବଲି କୁ ବୋଲିବିନି ସବୁ
ଭାବୁ ଥାଊ ଜଦି ତୁହି , ସବୁ ସରି ଜିବ ବୋଲି
ତୋ ବଡ ଦାନ୍ଡ୍ ରୁ ଫେରାଇ ଦେ....

ଭକ୍ତ ବୋଲି କେବେ କହକୁ କହିନି ..
ଦିନେ ହେଲେ କିଛି ତୋତେ ମୁନ ମାଗିନି ..
ଜଦି ତୋ କରୁଣା ବାରି ମୋ ପାଇନ କି ଅଟେ ମନା... ୨
ମୋ ହାତ ରୁ ଥାଳ ତୁ ପ୍ରଭୁ ଛଡାଇ ତୁ ନେ ରେ ...

ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ....

ପାପି ବୋଲି ଜଦି , ଭାବି ଛୁ ବୟିରି
ନାମ ବୋହି ଅଛୁ କିୟା , ମିଛେ ପାପି ହାରି....
ତୋର ଶ୍ରୀ ମନ୍ଦିର ଜିବ କୁ କରିଦେ ମନା... ୨
ପିନ୍ଡ ରୁ ପରଣ ମୋର ଛଡାଇ ତୁ ନେ ......


ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....

Watch more in www.eodissa.com / http://myeodissa.blogspot.com/


PS:Forgive me , i have any mistake in this script...
-------------------------------------------------
ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର,
ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା.
Watch more
www.eodissa.com

De re kalia de ... @ Jagannath bhajan by BHikaribala

ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ତୋ ବଡ ଦାନ୍ଡ୍ ରେ ମୋତେ ଜୋଗି ତେ କରିଦେ...

ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....

ସାଆଠିଏ ପଊଟି ଖାଇବିନି ସବୁ ,ସରଦା ବଲି କୁ ବୋଲିବିନି ସବୁ
ଭାବୁ ଥାଊ ଜଦି ତୁହି , ସବୁ ସରି ଜିବ ବୋଲି
ତୋ ବଡ ଦାନ୍ଡ୍ ରୁ ଫେରାଇ ଦେ....

ଭକ୍ତ ବୋଲି କେବେ କହକୁ କହିନି ..
ଦିନେ ହେଲେ କିଛି ତୋତେ ମୁନ ମାଗିନି ..
ଜଦି ତୋ କରୁଣା ବାରି ମୋ ପାଇନ କି ଅଟେ ମନା... ୨
ମୋ ହାତ ରୁ ଥାଳ ତୁ ପ୍ରଭୁ ଛଡାଇ ତୁ ନେ ରେ ...

ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ....

ପାପି ବୋଲି ଜଦି , ଭାବି ଛୁ ବୟିରି
ନାମ ବୋହି ଅଛୁ କିୟା , ମିଛେ ପାପି ହାରି....
ତୋର ଶ୍ରୀ ମନ୍ଦିର ଜିବ କୁ କରିଦେ ମନା... ୨
ପିନ୍ଡ ରୁ ପରଣ ମୋର ଛଡାଇ ତୁ ନେ ......


ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....





PS:Forgive me , i have any mistake in this script...

ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର,
ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା.

KOTHA BHOGA KHIA (କୋଠ ଭୋଗ ଖିଆ....)-BHIKHARI BAL

ଓଡିଆ ରେ ଭଜନ୍:-
--------------------------------------------------------------------------------
କୋଠ ଭୋଗ ଖିଆ, ମୋ ଚକା ଆଖିଆ.....
କୋଠ ଭୋଗ ଖିଆ, ମୋ ଚକା ଆଖିଆ.....
ଉଠ ହେ ପହଡ ଭନ୍ଗି.....
ଉଠ ହେ ପହଡ ଭନ୍ଗି.....
ପନ୍ଡା ପଡିହାରି, କରନ୍ତି ଗୁହରି.....
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ,...

In English:-
---------------------------------------------------
Kotha bhoga khiaa
Kotha bhoga khiaa mo chakaa aakhiaa
Kotha bhoga khiaa mo chakaa aakhiaa
Utha he pahada bhaangi
Utha he pahada bhaangi

Pandaa padhihaari karanti guhaari
Hebaku chandana laagi
Hebaku chandana laagi
Kotha bhoga khiaa..





Download KOTHA BHOGA KHIA-BHIKHARI BAL on Savevid.com

PS: Forgive me , i have any mistake in this script...
ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର,
ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା.
www.eodissa.com

Kaliaa Re Kaliaa @ Super hit Jagannath Bhajan by Bhikari Bal



Download Kaliaa Re Kaliaa_Bhikari Bal on Savevid.com

ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର,
ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା.

Sathiya Pouti Bhogaru Tumara @ super hit heart touching song by Bhikari Bal




Jay jagannath Swami,
-Tuma Oriya Bhai

Ahe dayamaya biswabihari.....Oriya BHajan





Jay jagannath Swami,
-Tuma Oriya Bhai

Haat re mo mutha mutha saradha bali @ Super hit bhikali Jagannath Bhajan




Jay jagannath Swami,
-Tuma Oriya Bhai

 

©2009 Free Oriya Songs|Video |Oriya Books | by TNB

Hot Trailer!!