One heart touching oriya jagannath bhajan.. by Bhajan samrat Bhikaribal... (Pride of Orissa)
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ତୋ ବଡ ଦାନ୍ଡ୍ ରେ ମୋତେ ଜୋଗି ତେ କରିଦେ...
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ସାଆଠିଏ ପଊଟି ଖାଇବିନି ସବୁ ,ସରଦା ବଲି କୁ ବୋଲିବିନି ସବୁ
ଭାବୁ ଥାଊ ଜଦି ତୁହି , ସବୁ ସରି ଜିବ ବୋଲି
ତୋ ବଡ ଦାନ୍ଡ୍ ରୁ ଫେରାଇ ଦେ....
ଭକ୍ତ ବୋଲି କେବେ କହକୁ କହିନି ..
ଦିନେ ହେଲେ କିଛି ତୋତେ ମୁନ ମାଗିନି ..
ଜଦି ତୋ କରୁଣା ବାରି ମୋ ପାଇନ କି ଅଟେ ମନା... ୨
ମୋ ହାତ ରୁ ଥାଳ ତୁ ପ୍ରଭୁ ଛଡାଇ ତୁ ନେ ରେ ...
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ....
ପାପି ବୋଲି ଜଦି , ଭାବି ଛୁ ବୟିରି
ନାମ ବୋହି ଅଛୁ କିୟା , ମିଛେ ପାପି ହାରି....
ତୋର ଶ୍ରୀ ମନ୍ଦିର ଜିବ କୁ କରିଦେ ମନା... ୨
ପିନ୍ଡ ରୁ ପରଣ ମୋର ଛଡାଇ ତୁ ନେ ......
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
ଦେରେ କାଳିଆ ଦେ.... ତୋ ପଦେ ଶରଣ ଦେ....
Watch more in www.eodissa.com / http://myeodissa.blogspot.com/
PS:Forgive me , i have any mistake in this script...
-------------------------------------------------
ଭାଇ ଓ ଭଊଣି ମାନନ୍କୁ ମୋର ନମସ୍କାର,
ମୁ ଗର୍ବ ର ସହିତ କହିବି ମୁ ଓଡିଆ, ଆସ ମିସି ଓଡିଶା ପାଇ କିଛି କରିବା.
Watch more
www.eodissa.com
Related Awesome Topics
Subscribe to:
Post Comments (Atom)
0 comments:
Post a Comment