I want you to take a look at: Sahitya
ପ୍ରିୟ ଓଡିଆ ଭାଇ ଓ ଭଊଣୀ,
eଓଡିଶା ଆପଣ୍ନ୍କୁ ସ୍ବାଗତ ଜଣାଉଛି ଓ ଦସହରା ର ହାର୍ଧିକ ଅଭିନନ୍ଦନ ଜଣାଉଛି , ଆଜି ପବିତ୍ର ଦସହରା ରେ eଓଡିଶା ର ଜନ୍ମ , ଆପଣ୍ନ୍କୁର ରୁଚି ଅନୁଶାରେ eଓଡିଶା ନେଇ ଆଶିବ ଢେରେ ସାରା କଥା , ପର୍ବ ପର୍ବାଣି, ଶନ୍ଗିତ, ନୁର୍ତ୍ୟ, ଓଡିଶା ର ଈତିହାସ , ଦର୍ସନିୟ ଜାଗା, ଜଗନ୍ନାଥ ସନ୍ସ୍କ୍ରୁତି, ରୋଶେଇ, ଗଲ୍ପ, କବିତା, ଫୋଟୋ , ଛବି ଠାରୁ ଅରମ୍ବ କରୀ କେତେ କଣ. ଆପଣନ୍କୁ ଖୁସି କରିବା ଓ ଓଡିଶାର ପ୍ରତେକ ସମ୍ବାଦ ଦେବା , ଆମର ଏକାନ୍ତ ଲଖ୍ୟ.
ଜେହେତୁ ଆମେ ନୁଆ କରି ନେଇ ଅସିଛୁ eଓଡିଶା ଆପଣ୍ନ୍କୁ ପାଖକୁ, ଭୁଲ ତ ରହିବ, ଆପଣ୍ନ୍କୁର ସୁ-ମତାମତ ହି ଆମକୁ ଆଗେଇ ନେବ ଆପନ୍କ ଆଗକୁ , ଆଉ ନୁଆ ନୁଆ ତଥ୍ୟ ଜୋଗେଇ ଦେବା ପାୟି,
eଓଡିଶା ଚେସ୍ଟା କରିବ, କରି ପାରି ସେ ପ୍ରତେକ ଓଡିଆ ପାଖରେ ପହନ୍ଚି ପାରିବ. କିପରି ପ୍ରତେକ ଓଡିଆ ର ହ୍ରୁଦୟ ଜିଣି ପରିବ, ଆଉ ସମସ୍ଥନ୍କର ହୋଟୋ ରେ ହସ ଫୁଟେଇ ପାରିବ.
ଆପଣ ଜଦି ଆମକୁ କିଛି ଆପଣନ୍କ ମତାମତ ଦେବାକୁ ଚାହାନ୍ତି ବ eOdissa.com ରେ କିଛି ନୁଆ ଦେଖିବାକୁ ଚାହାନ୍ତି , ଦୟାକରି ଆମକୁ ଆପଣନ୍କ ମତାମତ " admin@eodissa.com " ରେ ଚିଠି ଲେଖନ୍ତୁ.
ଆପଣନ୍କ ମତାମତ eଓଡିଶା ନିଶ୍ହୟ ଆଗ୍ରହର ସହ ଗ୍ରହଣ କରିବ ଓ ଚେଷ୍ଠା କରିବ.
ଈତି,
ଆପଣନ୍କ ଓଡିଆ ଭାଇ,
eଓଡିଶା ଟିଇମ୍
PS:-ଓଡିଆରେ ପଦେ, ଭୁଲ ଥିଲେ ମତା ମତ ଦେବେ
www.eodissa.com
Thanks & Regards,
Amaresh Chandra Das
www.eodissa.com
------------------------------------------------
"Walk with the Lord in your heart....you will never walk alone"
0 comments:
Post a Comment